ଲଳିତ ମୋଦୀଙ୍କୁ ଡେଟ୍ କରୁଛନ୍ତି ମିସ୍ ୟୁନିଭର୍ସ ସୁଷ୍ମିତା ସେନ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଲଳିତ ମୋଦି ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁଷ୍ମିତା ସେନଙ୍କ ସହ ସମ୍ପର୍କରେ ଅଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲଳିତ ମୋଦୀ ନିଜେ ସୋସିଆଲ ମିଡିଆ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସୁସ୍ମିତାଙ୍କୁ ଡେଟ୍ କରୁଥିବା ନେଇ ସ୍ପଷ୍ଟ ଭାବରେ କହିଛନ୍ତି । ଟ୍ୱିଟରରେ ଲଲିତ ମୋଦୀ ପୂର୍ବତନ ମିସ୍ ୟୁନିଭର୍ସ ସହ ଥିବା ସମୟର ଫଟୋ ସେୟାର … Continue reading ଲଳିତ ମୋଦୀଙ୍କୁ ଡେଟ୍ କରୁଛନ୍ତି ମିସ୍ ୟୁନିଭର୍ସ ସୁଷ୍ମିତା ସେନ